୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କିଏ

ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି ।

congress

ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ତେବେ ନଜର ପକାନ୍ତୁ, ୭୫ଟି ଆସନରେ କାହାକୁ ପ୍ରାର୍ଥୀ କରିଛି ଦଳ ?

ଅତାବିରା - ଅଭିଷେକ ସେଠ୍, ତଳସରା - ଦେବେନ୍ଦ୍ର ଭିତାରିଆ, କୁଚିଣ୍ଡା - କେଦାରନାଥ ବରିହା, ରେଙ୍ଗାଲି - ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁର - ଦୁର୍ଗାପ୍ରସାଦ ପାଢୀ ,ରାଇରାଖୋଲ - ଆସଫ୍ ଅଲ୍ଲୀ ଖାନ୍, ଦେବଗଡ - ସେମ୍ ହେମ୍ବ୍ରମ୍, ତେଲକୋଇ - ନିର୍ମଳ ଚନ୍ଦ୍ର ନାୟକ, ଘଷିପୁରା - ସୁବ୍ରତ ଚକ୍ର, ଆନନ୍ଦପୁର - ଜୟଦେବ ଜେନା, ପାଟଣା - ହୃଷିକେଶ ନାୟକ, କେନ୍ଦୁଝର - ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆ - ଯଶୱନ୍ତ ଲଘୁରୀ,ଯଶୀପୁର - ଶ୍ୱେତା ଛଟ୍ଟର
,ସାରସକଣା - ରାମ କୁମାର ସୋରେନ୍, ରାଇରଙ୍ଗପୁର - ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷି - ବଦଲା ହେମ୍ବ୍ରମ୍, କରଞ୍ଜିଆ - ଲକ୍ଷ୍ମୀଧର ସିଂହ, ଉଦଳା - ଦୁର୍ଗା ଚରଣ ଟୁଡୁ
,ବାରିପଦା - ବାଦଲ ହେମ୍ବ୍ରମ୍, ମୋରଡା - ପ୍ରଭାସ କର ମହାପାତ୍ର, ଭୋଗରାଇ - ସତ୍ୟଶିବ ଦାସ, ବସ୍ତା - ବିଜୟ ନାୟକ, ରେମୁଣା - ସୁଦର୍ଶନ ଜେନା, ସୋର - ସୁବ୍ରତ ଧଡା, ସୋନପୁର - ପ୍ରିୟବ୍ରତ ସାହୁ, ଟିଟିଲାଗଡ - ବୀରେନ୍ଦ୍ର ବାଗ, ଖରିଆର - କମଳ ଚରଣ ତାଣ୍ଡି, ବାଲିଗୁଡା - ଉପେନ୍ଦ୍ର ପ୍ରଧାନ, ବଡମ୍ବା - ସଞ୍ଜୟ କୁମାର ସାହୁ,ବାଙ୍କୀ - ଦେବାଶିଷ ପଟ୍ଟନାୟକ, ଆଠଗଡ - ମେହବୁବ୍ ଅହମ୍ମଦ ଖାନ୍,ଚୌଦାର-କଟକ -ମୀରା ମଲ୍ଲିକ,ନିଆଳି - ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ,ସାଲେପୁର - ଆକ୍ୟୁବ୍ ଉଜ୍ଜମାନ୍ ଖାନ୍, ପାଟକୁରା - ରତିକାନ୍ତ କାନୁନଗୋ, ଆଳି - ଦେବସ୍ମିତା ଶର୍ମା, ପାରାଦୀପ - ନିରଞ୍ଜନ ନାୟକ, ତିର୍ତ୍ତୋଲ - ହିମାଂଶୁ ଭୂଷଣ ମଲ୍ଲିକ,ବାଲିକୁଦା ଏରସମା - ନଳିନୀ ସ୍ୱାଇଁ, ପୁରୀ - ସୁଜାତା ମହାପାତ୍ର, ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର, ଜୟଦେବ - ଜୟନ୍ତ କୁମାର ଭୋଇ, ଏକାମ୍ର - ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି,ଜଟଣୀ - ସନ୍ତୋଷ ଜେନା,ବେଗୁନିଆ - ପୃଥ୍ୱୀବଲ୍ଲଭ ପଟ୍ଟନାୟକ,ରଣପୁର - ବିଭୁପ୍ରସାଦ ମିଶ୍ର,ସିମୁଳିଆ - ହିମାଂଶୁ ଶେଖର ବେହେରା, ଭଣ୍ଡାରୀପୋଖରୀ - ନିରଞ୍ଜନ ପଟ୍ଟନାୟକ, ଭଦ୍ରକ - ଅସିତ୍ ପଟ୍ଟନାୟକ, ବାସୁଦେବପୁର - ଅଶୋକ କୁମାର ଦାସ, ଧାମନଗର - ରଞ୍ଜନ କୁମାର ବେହେରା,ଚାନ୍ଦବାଲି - ଅମୀୟ କୁମାର ମହାପାତ୍ର ବିଞ୍ଝାରପୁର - କନକଲତା ମଲ୍ଲିକ, ବରୀ - ଆରତୀ ଦେଓ,ଧର୍ମଶାଳା - କିଶାନ ପଣ୍ଡା,ଯାଜପୁର - ସୁଦୀପ କୁମାର କର, କୋରେଇ - ବନ୍ଦିତା ପରିଡା,ଢେଙ୍କାନାଳ - ସୁସ୍ମିତା ସିଂ ଦେଓ
ହିନ୍ଦୋଳ - ଗୋବର୍ଦ୍ଧନ ଶେଖର ନାୟକ,କାମାକ୍ଷାନଗର - ବିପ୍ରବର ସାହୁ, ପରଜଙ୍ଗ - ରଞ୍ଜିତ କୁମାର ସାହୁ, ତାଳଚେର - ପ୍ରଫୁଲ ଚନ୍ଦ୍ର ଦାସ,ଅନୁଗୁଳ - ଅମ୍ବିକା ପ୍ରସାଦ ଭଟ୍ଟ,ଛେଣ୍ଡିପଦା - ନରୋତ୍ତମ ନାୟକ, ଆଠମଲ୍ଲିକ - ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁର - ପ୍ରଦୀପ ସେଠୀ, ନୟାଗଡ - ରଞ୍ଜିତ ଦାଶ, କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟ - ଚିତ୍ରସେନ ବେହେରା,ଆସ୍କା - ସୁରଭି ବିଶୋୟୀ, ହିଞ୍ଜିଳି - ରଞ୍ଜିକାନ୍ତ ପାଢୀ,ବ୍ରହ୍ମପୁର - ଦୀପକ ପଟ୍ଟନାୟକ ,ଦିଗପହଣ୍ଡି - ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରୁଛି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+