ତିହିଡି କାଁପଡ଼ାରେ ଗୋଷ୍ଠୀ ସଂଘର୍ଷ; ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହ ପିଟାପିଟିରେ ୭ ଗୁରୁତର

ଭଦ୍ରକ: ତିହିଡି କାଁପଡ଼ାରେ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହ ପିଟାପିଟିରେ ୭ ଗୁରୁତର । ୪ ତିହିଡି ଓ ୩ ଜଣ ଭଦ୍ରକ ମେଡିକାଲରେ ଭର୍ତ୍ତି । ଗାଁରେ ଲାଗିରହିଛି ଚାପା ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ । ରାଜନୈତିକ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସୂଚନା ।

Community clash in Tihidi Kampada 7 injured in bomb attack and scuffle between 2 groups

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+