ସାମ୍ନାକୁ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ; ୨୦୨୪ରେ ଭୁବନେଶ୍ବରରେ ୬୬ ହତ୍ୟା
କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି । ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର। କଟକ ୟୁପିଡିରେ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ରୁଜୁ ହୋଇଛି । କଟକ ୟୁପିରେ ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର। ଟ୍ବିନ୍ ସିଟିରେ ୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର ହୋଇଛି। ସେହିପରି ଟ୍ବିନ୍ସିଟିରେ ୨୦୨୩ରେ ୧୯,୪୧୦ ଓ ୨୦୨୪ରେ ୨୧,୬୧୩ ମାମଲା ରୁଜୁ ହୋଇଛି।













Click it and Unblock the Notifications