ଟ୍ବିନ ସିଟିରେ ଅପରାଧ ରୋକିବ ପାଇଁ ହ୍ୱାଟସଆପ୍ ନମ୍ବର ଜାରି, ଅପରାଧୀଙ୍କ ସଂପର୍କରେ ଜଣାନ୍ତୁ ଏହି ନମ୍ବରରେ...
ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ 7077798111 ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ ।
ଭୁବନେଶ୍ୱର: ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର । ଟ୍ବିନ ସିଟିରେ ଅପରାଧ ରୋକିବ ପାଇଁ କମିଶନରେଟ ପୋଲିସର ଅଭିନବ ଉପାୟ । ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ 7077798111 ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ ।

ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ । ତା ସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ । ଏହି ହ୍ୱାଟସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । 7077798111 ନମ୍ବରଟି କେବଳ ହ୍ୱାଟସଆପ୍ ଉପଲବ୍ଧ ହେବ ଏବଂ ଭୁବନେଶ୍ୱର ପାଇଁ କାର୍ଯ୍ୟ କରିବ ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରାଜଧାନୀରେ ବଢିଚାଲିଥିବା ଲୁଟ୍ ଓ ଛିନ୍ତାଇ ଅପରାଧ ରୋକିବାକୁ କମିସନରେଟ୍ 'ସ୍ପେଶାଲ ୨୬' ଟିମ ଗଠନ କରାଯାଇଥିଲା । ଏହି ଟିମରେ ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସରଙ୍କ ସମେତ ଏହି ଟିମରେ ୪ଜଣ କନଷ୍ଟେବଲ ରହିବେ ।
More From
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications