Get Updates
Get notified of breaking news, exclusive insights, and must-see stories!

ମହାଶିବରାତ୍ରି ପାଇଁ ଏହି ସମସ୍ତ ସ୍ଥାନରେ ପାର୍କିଙ୍ଗ ନିଷେଧ ପାଇଁ ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ

ମହାଶିବରାତ୍ରି ପାଇଁ ଏହି ସମସ୍ତ ସ୍ଥାନରେ ପାର୍କିଙ୍ଗ ନିଷେଧ ପାଇଁ ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ ,ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ଯାନବାହାନ ଯାତାୟାତର ବୃଦ୍ଧିକୁ ଦୃଷ୍ଟିରେ ରଖ୍, ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ, ନିମ୍ନଲିତ ରାସ୍ତାଗୁଡ଼ିକରେ ପାକଂ ନିଷେଧ କରାଯାଇଛି:

1. ଗୋପବନ୍ଧୁ ଛକ ଠାରୁ କଳ୍ପନା ଛକ (ଉଭୟ ପାର୍ଶ୍ବ)।

2. କଳାରାହାଙ୍ଗା ଛକ ଠାରୁ ନନ୍ଦନକାନନ ଛକ (ଉଭୟ ପାର୍ଶ୍ଵ) ।

3. ଉଭୟ ପାର୍ଶ୍ବ ସର୍ଭିସ ରୋଡ୍ ଦେଇ ଜୟଦେବ ବିହାର ଛକ ଠାରୁ ତମାଣ୍ଡୋ ଛକ ।

4. ଜୟଦେବ ବିହାର ଛକ ଠାରୁ ଏକାମ୍ର କାନନ ପାର୍କ ରୋଡ୍ (ଉଭୟ ପାର୍ଶ୍ଵ) ଦେଇ ସି.ଆର.ପି ଛକ ।

5. ସିଆରପି ଛକ ଠାରୁ ୟୁନିଟ -୮, ଡି.ଏ.ଭି. ସ୍କୁଲ (ଉଭୟ ପାର୍ଶ୍ଵ) ଦେଇ ପାୱାର ହାଉସ୍ ଛକ I

6. ଫାୟାର ଷ୍ଟେସନ ଛକ ଠାରୁ ସିଟି ମହିଳା ମହାବିଦ୍ୟାଳୟ ଛକ (ଉଭୟ ପାର୍ଶ୍ବ) ଦେଇ ଜାଗମରା ଛକ ।

7. ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ (ଉଭୟ ପାର୍ଶ୍ଵ) ।

8. ନୟାପଲ୍ଲୀ ଅଣ୍ଡର ପାସ ଠାରୁ ଆଇଡି ମାର୍କେଟ (ଉଭୟ ପାର୍ଶ୍ଵ) ଦେଇ ଜୟଦେବ ବିହାର ।

9.କୀଟ ଛକ ଠାରୁ ସିଲିକନ ଇଞ୍ଜିନିୟରିଂ କଲେଜ (ଉଭୟ ପାର୍ଶ୍ଵ) ଦେଇ ଇନଫୋସିଟି ଛକ।

10. ଡମଣା ଛକ ଠାରୁ ଶୈଳଶ୍ରୀ ବିହାର (ଉଭୟ ପାର୍ଶ୍ଵ) !

11. ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ (ଉଭୟ ପାର୍ଶ୍ଵ) ଦେଇ ସାଇ ମନ୍ଦିର ଛକ |

ଏହି ଆଦେଶର ଉଲଂଘନ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ର ଧାରା ୧୭୭ଏବଂ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ଧାରା - ୨୨୩ (ଖ) ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଅଟେ ।

lingaraj temple

ଏହା ବ୍ୟତୀତ, ମୋଟର ଯାନ ଆଇନ-୧୯୮୮ ର ଧାରା-୧୨୭ ଅନୁଯାୟୀ ଉପରୋକ୍ତ ଆଦେଶର ଉଲଂଘନ କରୁଥିବା ଯାନବାହନଗୁଡ଼ିକୁ କ୍ରେନ ସାହାଯ୍ୟରେ ଟାଣିନିଆଯିବ ଏବଂ ସେହି ଯାନବାହନର ମାଲିକ ଜୋରିମନା ବ୍ୟତୀତ କ୍ରେନ ବବାଦକୁ ଖର୍ଚ ଅଲଗା ଭାବେ ପଇଠ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+