୭ ନକଲି ପୋଲିସଙ୍କୁ ଗିରଫ କଲା କମିଶରେଟ୍ ପୋଲିସ

ଭୁବନେଶ୍ୱର: ବନ୍ଧା ହେଲେ ନକଲି ପୋଲିସ । ଏମାନଙ୍କୁ ଧରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ରାଜ୍ୟ ଆଉ ଦେଶରେ ବିଭିନ୍ନ ସ୍ଥାନରେ ନିଜର ଅପରାଧିକ କାର୍ଯ୍ୟକଳାପ ଏହି ମାନେ ଜାରି ରଖିଥିଲେ । ମୁମ୍ବାଇ, ରାଞ୍ଚି, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ୭ଜଣ ନକଲି ଅଫିସରଙ୍କୁ କମିସନରେଟର ସ୍ପେଶାଲ ସ୍ୱାଡ୍ ଗିରଫ କରିଛି।

fake police

ସେମାନଙ୍କ ନିକଟରୁ ୩.୫ ଲକ୍ଷ ଟଙ୍କା, ୬ ଲକ୍ଷ ମୂଲ୍ୟର ସୁନା ଗହଣା ଜବତ ହୋଇଛି। କେତେବେଳେ ସିବିଆଇ, ସ୍ପେଶାଲ ବ୍ରାଞ୍ଚ, ଆଉ ସ୍ପେଶାଲ ସ୍ୱାଡ୍ ର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଅଭିଯୁକ୍ତମାନେ।

ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୁଲିସ କମିଶନର ମଧ୍ୟପ୍ରଦେଶରୁ ଆସି ବୁଲିବୁଲି ଡକାୟତି ଏବଂ ଛିନତାଇ କରନ୍ତି, ଭୁବନେଶ୍ୱରରେ ୧୧ଟି ଘଟଣା ଘଟାଇଛନ୍ତି। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶାର ଭୁବନେଶ୍ୱରରେ ଗତ ୩ ମାସରେ ୧୧ଟି ଘଟଣା ଘଟାଇଛନ୍ତି। ଏମାନେ ପୁଲିସର ପରିଚୟ ଦେଇ, ଲୋକଙ୍କୁ ସ୍ପେଶାଲ ବ୍ରାଞ୍ଚର ପରିଚୟ ଦିଅନ୍ତି। ସୁନା ଆଉ କିଏ ଲୁଟି ନେବ କହି ତାଙ୍କ ଗହଣା କାଢି ନିଅନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+