ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ କଲେ କଲେକ୍ଟର

ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲା କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦରମା ବନ୍ଦ । ଲଗାଣ ବର୍ଷାକୁ ଲକ୍ଷ୍ୟ କରି ସମସ୍ତଙ୍କ ଛୁଟି ବାତିଲ ଥିଲା । ଚତୁର୍ଥ ଶିନବାର ଦର୍ଶାଇ କର୍ମଚାରୀ ଅଫିସ ଆସିନଥିଲେ । ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ।

stops salaries

ତେବେ କଲେକ୍ଟରଙ୍କ ନିର୍ଦ୍ଦେଶରେ ଦରମା ବନ୍ଦ କଲେ ଜିଲ୍ଲା ଉନ୍ନୟନ ଅଧିକାରୀ । ଏମରଜେନ୍ସିରେ ଅଫିସ ନ ଆସିବା ଏବଂ ବାୟୋମେଟ୍ରିକ ନ ଲଗାଇବାରୁ ଦରମା ବନ୍ଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+