ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମର ଚଢାଉ
Baliyatra 2024: ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମର ଚଢାଉ । ବାସିଖାଦ୍ୟ ବିକ୍ରି କରିବା ଓ ଗଚ୍ଛିତ ରଖିଥିବା ନେଇ ଯାଞ୍ଚ କରାଯାଉଛି, ସମସ୍ତ ଉପର ଏବଂ ତଳ ପଡିଆରେ ଥିବା ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟ ନଷ୍ଟ କରିଛି ସ୍ୱାସ୍ଥ୍ୟ ଟିମ୍ । ସେହିପରି ବାସିଖାଦ୍ୟ ରଖିଥିବା ନେଇ କିଛି ଫୁଡ୍ ଷ୍ଟଲକୁ ମଧ୍ୟ ଫାଇନ୍ ଦେବା ପାଇଁ ପଡିବ ।













Click it and Unblock the Notifications