୬ଟି ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲା ସ୍ଥିତି ନିୟନ୍ତ୍ରଣାଧୀନରେ ରହିଛି

୬ଟି ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ସହ ସଂକ୍ରମଣ ହ୍ରାସ ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ ।

mohan charan majhi
ଚିକିତ୍ସା ସେବାକୁ କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।ରୋଗର ଆଶଙ୍କା ଥିଲେ ଆଗୁଆ ପ୍ରତିରୋଧକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ । ଦଶହରା ଯାଏଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଶିକ୍ଷାନୁଷ୍ଠାନରେ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ । ଷ୍ଟ୍ରିଟ୍ ଫୁଡ୍‌ କଡ଼ାକଡ଼ି ଯାଞ୍ଚ ହେବ, ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବ । ଗାଁ ଗହଳିରେ ପାନୀୟ ଜଳର ପରୀକ୍ଷା ଉପରେ ଗୁରୁତ୍ବାରୋପ କଲେ । ଡାଇରିଆରେ ୩୮୯୨ ଆକ୍ରାନ୍ତ, ୩୫୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+