'contours of my life' ପୁସ୍ତକ ଉନ୍ନମୋଚନ କଲେ ମୁଖ୍ୟମନ୍ତ୍ରୀ
ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ଲିଖିତ ପୁସ୍ତକ 'contours of my life' କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉନ୍ମୋଚିତ କରିଛନ୍ତି ।
ଭୁବନେଶ୍ୱର: ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ଲିଖିତ ପୁସ୍ତକ 'contours of my life' କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉନ୍ମୋଚିତ କରିଛନ୍ତି । ଓଡିଶୀ ନୃତ୍ୟ, ସଙ୍ଗୀତ,ବିଞାନ, ଗବେଷଣା ,ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣା ବଳୀ ଉପରେ ପ୍ରଫେସର ହେଜମାଦୀଙ୍କ ଦ୍ଵାରା ବିଭିନ୍ନ ସମୟରେ ରଚିତ ନିବନ୍ଧ ଓ ସାକ୍ଷାତ କାର ଏହି ପୁସ୍ତକରେ ସନ୍ନିବେଶିତ ହେଇଅଛି ।

ଭୁବନେଶ୍ବରର ଶିକ୍ଷା ସନ୍ଧାନ ହେଉଛନ୍ତି ପୁସ୍ତକର ପ୍ରକାଶକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍ ବାଲକ୍ରିଷନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।












Click it and Unblock the Notifications