ଅଗଷ୍ଟ ୫ରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ମାସ 5 ତାରିଖରୁ ଅର୍ଥାତ ଅଗଷ୍ଟ 5 ତାରିଖରୁ 4 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ “ଆଜାଦି କା ଅମୃତ ମହୋତ୍ସବ” ଏବଂ ସପ୍ତମ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି

ଭୁବନେଶ୍ୱର: ଆସନ୍ତା ମାସ 5 ତାରିଖରୁ ଅର୍ଥାତ ଅଗଷ୍ଟ 5 ତାରିଖରୁ 4 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ "ଆଜାଦି କା ଅମୃତ ମହୋତ୍ସବ" ଏବଂ ସପ୍ତମ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି ।

CM Naveen Patnaik

ରାଷ୍ଟ୍ରୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟପାଳ ଯୋଗ ଦେବେ। ଅଗଷ୍ଟ 7 ରେ ନୀତି ଆୟୋଗର ସପ୍ତମ କାର୍ଯ୍ୟକ୍ଷମ ବୈଠକ ଅନୁଷ୍ଠିତ ହେବ । ସୂଚନାଥାଉ କି, ଗତମାସ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଫେରିଥିଲେ । ଦୁବାଇରେ ଅନୁଷ୍ଠିତ ହୋଇଥିବା ଇନଭେଷ୍ଟର୍ସ ମିଟରେ ଅଧକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+