ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର:ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଡିରହିଥିବା ସରକାରୀ କାର୍ଯ୍ୟର ସମୀକ୍ଷା କରିବେ ନବୀନ । ଆସନ୍ତା ୧୩ ତାରିଖରେ ନବୀନ ଭୁବନେଶ୍ୱର ଫେରିବା ନେଇ ସୂଚନା ରହିଛି ।













Click it and Unblock the Notifications