ତିରୁପତି ଭେଙ୍କଟେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ତିରୁପତି ଭେଙ୍କଟେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଯୋଗ ଦେଇଥିଲେ ।

ଭୁବନେଶ୍ବର: ତିରୁପତି ଭେଙ୍କଟେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଯୋଗ ଦେଇଥିଲେ ।

Naveen Patnaik

ଗତ ସାତ ଦିନ ଧରି ଚାଲିଥିବା ଏହି ଉତ୍ସବର ଆଜି ଉଦଯାପନୀ ଉତ୍ସବ । ତେବେ ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ଜୟଦେବବିହାର ଛକ ନିକଟରେ ମନ୍ଦିର ନିର୍ମାଣ କରାଯାଇଛି । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ହଜାର ହଜାର ଲୋକ ଶ୍ରୀବାଲାଜୀଙ୍କ ଦର୍ଶନ ପାଇଁ ତିରୁପତି ଯାଉଛନ୍ତି । ଭୁବନେଶ୍ୱରରେ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଭକ୍ତମାନେ ଏଠାରେ ଦର୍ଶନ କରିପାରିବେ । ଯିଏ ତିରୁପତି ଯାଇ ପାରିବେନି ଏଇଠି ଦର୍ଶନ କରିପାରିବେ ।

Naveen Patnaik
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+