'୫ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ ପୂର୍ବ ସରକାର '

କ୍ୟାବିନେଟ ବୈଠକରେ ପରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । କହିଛନ୍ତି, ପୂର୍ବ ସରକାରରେ ଭୁଶୁଡିଥିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ୫ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ ପୂର୍ବ ସରକାର ।

mohan majhi

ଭିତ୍ତିଭୂମୀ ବିକାଶ ହୋଇନଥିଲା, ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ । ପ୍ରଥମ ପର୍ଯ୍ୟାର‌୍ୟରେ ୩ ବର୍ଷ ପଯ୍ୟନ୍ତ ୨ ହଜାର ୨୦୦ଟି ସ୍କୁଲ ନିର୍ମିତ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୨୦୦ କୋଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+