ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା,ରାଜ୍ୟରେ ୧୦ଲକ୍ଷରୁ ଅଧିକ ମହିଳା ହେଲେ ......
ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ୧୦ ଲକ୍ଷରୁ ଅଧିକ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ଓଡିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ସଫଳତା, ୧୦ ଲକ୍ଷ ଲକ୍ଷପତି ଦିଦି ସରକାରଙ୍କ ସଂକଳ୍ପର ପ୍ରମାଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ଆଗାମୀ ଦିନରେ ଏ ଯୋଜନା ଅନ୍ତର୍ଗତ ମହିଳାଙ୍କୁ ସଶକ୍ତ କରାଯିବା ସହ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications