nbsp;ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ । ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ । ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍ ନିଶ୍ଚୟ ପାଇବ । ଅଭିଯୋଗ କରିବା ବେଳେ କହୁ କହୁ କହିଦେଲି କହିଲେ nbsp;ଅଭିଯୋଗକାରୀ nbsp;।