ରାଜ୍ୟରେ ୬ ହଜାରି ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
Odisha News: ରାଜ୍ୟରେ ୬ ହଜାରି ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ପ୍ରମୁଖ ୯ ବିଭାଗ ପାଇଁ ନିଯୁକ୍ତିପତ୍ର ବଣ୍ଚନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ନୁଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ସରକାରଙ୍କ ମୁଳ ଲକ୍ଷ୍ୟ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିନିଅନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଲକ୍ଷ୍ୟ ରଖାଯାଇଛି ।













Click it and Unblock the Notifications