ଯାଜପୁର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାରେ ହେବ.....
ଯାଜପୁର: ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ପାଇଁ ଏକାଧିକ ପ୍ରକଳ୍ପର କଲେ ଘୋଷଣା । ଯଯାତି-୨୦୨୫ର ଉଦଘାଟନ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ସାମିଲ ହୋଇ କଲେ ବଡ଼ ଘୋଷଣା ।

୫୦ କୋଟି ଟଙ୍କାରେ ମା' ବିରଜା ମନ୍ଦିରର ଉନ୍ନତିକରଣ କରାଯିବ । ୩୦ କୋଟି ଟଙ୍କା ବୟରେ ନିର୍ମାଣ ହେବ ନୂତନ ବସ୍ ଟର୍ମିନାଲ । ୧୦୦୦ ସିଟ୍ ବିଶିଷ୍ଟ ଟାଉନ୍ ହଲ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ବଡ଼ ଘୋଷଣା ।












Click it and Unblock the Notifications