ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା

CM Kisan Yojana Odisha: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟ । ଏହି ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା, ଏବଂ ଉପକୃତ ହେବେ ୫୦ ଲକ୍ଷ ଚାଷୀ । ନାମମାତ୍ର, ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା ।

CM Kisan Yojana Odisha

ସିଏମ୍ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ୪ ହଜାର ଟଙ୍କା ମିଳିଥାଏ । ନୂଆଖାଇ ଏବଂ ଅକ୍ଷୟ ତୃତୀୟା ଅବସରରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଇଥାନ୍ତି ସରକାର । ଅର୍ଥାତ୍ ବର୍ଷକୁ ୨ ଟି କିସ୍ତିରେ ମିଳିବ ୨ ହଜାର ଟଙ୍କା ଲେଖାଏଁ ସହାୟତା ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+