ରାଜ୍ୟରେ ବଦଳିଲା ପାଗ: ଟ୍ୱିନସିଟିରେ କୋହଲା ପାଗ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Odisha Weather: ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କଟକ ଏବଂ ଭୁବନେଶ୍ୱରରେ ସକାଳୁ କୋହଲା ପାଗ ସହ ହାଲୁକା ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ଏବଂ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ଏବଂ ଝଡ଼ତୋଫାନ ହେବାର ମଧ୍ୟ ଆଶଙ୍କା ରହିଛି ।

କାଳବୈଶାଖୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications