ସାବିତ୍ରୀ ପାଇଁ ସଟର ଟାଣି ଦୋକାନ ଭିତରେ ଚାଲିଥିଲା ବେପାର, ପ୍ରଶାସନ ପହଞ୍ଚିଲା ପରେ....

କେନ୍ଦୁଝର ଜିଲ୍ଲା ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦୀର ଫେସନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଛି । କାରଣ ହେଉଛି ଲୁଗା ଦୋକାନି ଜଣଙ୍କ ସଟର ଟାଣି ଭିତରେ ବେପାର କରୁଥିଲେ ।

କେନ୍ଦୁଝର: ଜିଲ୍ଲା ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦୀର ଫେସନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଛି । କାରଣ ହେଉଛି ଲୁଗା ଦୋକାନି ଜଣଙ୍କ ସଟର ଟାଣି ଭିତରେ ବେପାର କରୁଥିଲେ ।

Cloth Store

ଦୋକାନ ଭିତରେ ଏକାଠି ହୋଇଥିଲେ ଦୁଇ ଶହରୁ ଅଧିକ ଗ୍ରାହକ । ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଟିମ୍ ପହଁଞ୍ଚି ଲୋକଙ୍କୁ ଦୋକାନରୁ ବାହାର କରିବା ସହ ଅନିର୍ଧିଷ୍ଟ ସମୟ ପାଇଁ ଦୋକାନକୁ ସିଲ୍ କରିଛନ୍ତି ।

ଉଲ୍ଲେଖଥାଉ କି, ରାଜ୍ୟରେ ଜାରି ରହିଥିବା ମହାମାରୀ ପରିସ୍ଥିତି ପାଇଁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦେଶ ରହିଛି । ହେଲେ ଆଗକୁ ସାବିତ୍ରୀ ଥିବାରୁ ଦୁଇ ପଇସା ମୁନାଫା ଆଶାରେ ଲୁଗା ଦୋକାନି ଏସବୁ ଖାତିର କରୁ ନଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+