ସୁନା ହୃଦୟ କରୁଛି ଚୁନା, ରେକର୍ଡ ଭାଙ୍ଗି ୯୬ ହଜାର ଛୁଇଁଲା ସୁନା ଦର

ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପ୍ରିଲ ୧୬ ଅର୍ଥାତ୍‌ ବୁଧବାର ସୁନାଦର ଆକାଶ ଛୁଆଁ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୬,୧୭୦ ଟଙ୍କା ରହିଛି । ଗତକାଲି ଏହା ୯୫,୧୮୦ ଟଙ୍କା ଥିଲା । ଏଥିରେ ୯୯୦ ଟଙ୍କା ବୃଦ୍ଧି ହୋଇଛି ।

gold prices

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୮,୧୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୨୦୦ ଥିଲା । ଏଥିରେ ୯୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୨,୧୩୦ ଟଙ୍କା ରହିଛି । ଗତକାଲି ଏହା ୭୧,୩୫୦ ଟଙ୍କା ଥିଲା । ଏଥିରେ ୭୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୦୦୦ ରହିଛି । ଗତକାଲି ଏହା ୧୦,୯୮୦ ଥିଲା । ଏଥିରେ ୨୦ ଟଙ୍କା ବୃଦ୍ଧି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+