ଚିକିଟି ମଦ ମୃତ୍ୟୁ ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିିଛି।

Chiquity Alcohol Death Case

ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର MKCG ରେ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଲକ୍ଷ୍ମଣ ବେହେରା ବୋଲି ଜଣାପଡ଼ିଛି। ମେଡିକାଲ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଆଉ ୪ ଜଣ MKCGରେ ଚିକିତ୍ସାଧୀ ଅବସ୍ଥାରେ ଅଛନ୍ତି।

ସୂଚନାଯୋଗ୍ୟ,ଗଞ୍ଜାମ ଜିଲାରେ ବିଷାକ୍ତ ମଦକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେଡି ଏବଂ ଭାଜପା ପରସ୍ପରକୁ ଦୋଷାରୋପ କରୁଛନ୍ତି। ଚିକିଟି ଏନଏସି ଅନ୍ତର୍ଗତ ମାଉନ୍ଦପୁରରେ ଗତ ୧୯ ତାରିଖରେ ବିଷାକ୍ତ ମଦ ପିଛି କିଛି ଲୋକ ଗୁରୁତର ଥିବା ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+