ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
Odisha News: ଆଉ ଏକ ବର୍ଷ ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା ହେଲେ ବର୍ତ୍ତମାନ ଆଉ ଏକ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ବଢାଯାଇଛି । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି।

ସୂଚନାଥାଉ ଯେ, ରାଜ୍ୟରେ ବିଜେପି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାରେ ମନୋଜଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ତାଙ୍କ ଉପରେ ସରକାରଙ୍କ ବିଶ୍ୱାସ ଥିବାରୁ ପୁଣି କାର୍ଯ୍ୟକାଳକୁ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।












Click it and Unblock the Notifications