For Quick Alerts
Turn On Notification  
For Daily Alerts
Oneindia App Download

ରାଜଧାନୀରେ ମିଳିବ ମୋ ଖତ’

ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

|

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବମୋ ଖତ' । ଜୈବିକ ସାର 'ମୋ ଖତ' ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Mo Khata

ଭୁବନେଶ୍ବର ମହାମଗର ନିଗମ(ବିଏମସି)ର ପରିମଳରୁ 'ମୋ ଖତ' ପ୍ରସ୍ତୁତ ହେଉଛି । ଭୁବନେଶ୍ବରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫ କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍‌ସି । ସେହିପରି 20 କେଜି ପାଇଁ 445 ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍‌ଲାଇନ୍‌ରେ ବି ଖତ ମିଳିବ ବୋଲି ସୂଚନା ଦିଆଯାଇଛି । 781-504-2331 ନମ୍ବରରେ ଫୋନ କଲେ ଘରେ ପହଁଚିଯିବ ଏହି ଖତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Secretary Inagurte 'Mo Khata' Progrram
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X