ପ୍ରଥମ ଥର ପାଇଁ ଭୁବନେଶ୍ବର ବାହାରେ ହେବ ଜନଶୁଣାଣି । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ହେବ ଜନଶୁଣାଣି । nbsp;ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମନ୍ତ୍ରୀ ଓ ସଚିବ ।