ଆସନ୍ତା ୧୧ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । nbsp;ପୂର୍ବାହ୍ନ ୧୧ଟାରୁ ଅଶୋକ ନଗରର ପୂର୍ବତନ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି । nbsp;କାଲି ପୂର୍ବାହ୍ନ ୧୧ଟା ପରଠାରୁ ଆରମ୍ଭ ହେବ ପଞ୍ଜୀକରଣ nbsp; ।-https://janasunani.odisha.gov.inରେ କରିହେବ ପଞ୍ଜୀକରଣ nbsp; । ପ୍ରଥମ ୧୦୦୦ ଜଣଙ୍କ ପରେ ପଞ୍ଜୀକରଣ ବନ୍ଦ ରହିବ