ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍
ତାରିଣୀ ପୀଠର ହେବ ଉନ୍ନତିକରଣ। କେନ୍ଦୁଝର ଘଟଗାଁ ଆଜି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହ ଚରଣ ମାଝୀ। ସେ ଘଟଗାଁରେ ପହଞ୍ଚି ମାଆ ତାରିଣୀଙ୍କର ଦର୍ଶନ କରିଛନ୍ତି।
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ପୀଠର ଉନ୍ନତିକରଣ ପାଇଁ ୨୧୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହା ପୀଠକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର। ଓଡ଼ିଆ ନବବର୍ଷରେ ଦର୍ଶନ ବେଳେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

ଏହି ଉନ୍ନତିକରଣର କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।












Click it and Unblock the Notifications