ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଚଳିତ ବର୍ଷ ହେବ ୪୦ ହଜାର ନିଯୁକ୍ତି
Odisha News: ପ୍ରି ବଜେଟ୍ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ହେବ । ଫେବ୍ରୁଆରୀ ୧୭ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ଦେଢ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ଯାହା ମଧ୍ୟରୁ ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦିଆଯିବ । ବିଶେଷ କରି IT, ପେଟ୍ରୋ, କେମିକାଲ୍ସ, ଆଗ୍ରୋ ଇଣ୍ତଷ୍ଟ୍ରିକୁ ଗୁରୁତ୍ୱ ଦିଆଯିବ ।













Click it and Unblock the Notifications