ନିର୍ଦ୍ଧାରିତ ସମୟରେ ମିଳୁନି ସାର, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
Naveen Patnaik: Chief Minister Writes To Centre For Irregular Timings Of Fertilizer Availability . ନିର୍ଦ୍ଧାରିତ ସମୟରେ ମିଳୁନି ସାର, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ରାଜ୍ୟକୁ ମିଳୁନି ସାର । ବର୍ଷା ପରେ ଏବେ ରାଜ୍ୟରେ ସାରକୁ ନେଇ ଟେନ୍ସନ୍ । ଚାଷୀମାନଙ୍କୁ ଏବେ ସାର ଚିନ୍ତା । କାରଣ କେନ୍ଦ୍ର ପକ୍ଷରୁ ଧାର୍ଯ୍ୟ ସମୟରେ ରାଜ୍ୟକୁ ମିଳୁ ନାହିଁ ସାର । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ମାତ୍ର ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର ମିଳିଛି ।














Click it and Unblock the Notifications