Get Updates
Get notified of breaking news, exclusive insights, and must-see stories!

ପୁରୀ ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଗତକାଲି ୩ ରଥର ରଙ୍ଗ କାମ ଶେଷ ହୋଇଛି । ଆଜିଠାରୁ ୩ରଥରେ କନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା ଦେଇଛନ୍ତି ।

ପୁରୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଗତକାଲି ୩ ରଥର ରଙ୍ଗ କାମ ଶେଷ ହୋଇଛି । ଆଜିଠାରୁ ୩ରଥରେ କନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା ଦେଇଛନ୍ତି । ତେବେ କିଭଳି ଚାଲିଛି ରଥଯାତ୍ରାର ପ୍ରସ୍ତୁତି, କିଭଳି ହୋଇଛି ସୁରକ୍ଷା ବ୍ୟବସ୍ଥା.. ଏହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Chief Minister

ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ୍‌ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଶ୍ରୀମନ୍ଦିର ବହୁ ଅଧିକାରୀ ଯୋଗ ଦେଇଥିଲେ । ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ବୈଠକରେ ଆଲୋଚନା ହୋଇଛି ।

Rath Yatra

ସେପଟେ ଅଣସର ଘରେ ୧୫ ଦିନ ଧରି ଗୁପ୍ତ ଉପଚାର ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅଣସର ଘର ତାଟି ଫିଟିଥିବା ବେଳେ ପଟି ଦିଅଁ ମଧ୍ୟ କତା ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+