ଆସି ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ଦେଇପାରନ୍ତି ବଡ ଉପହାର

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଭଦ୍ରକ ଗସ୍ତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏହା ପ୍ରଥମ ଭଦ୍ରକ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ ସଭାସ୍ଥଳରେ ତନତନ କରି ଯାଞ୍ଚ କରାଯାଉଛି ।

mohan majhi

ତେବେ ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୩ ଟା ୪୫ରେ ଜଗଦଲପୁର ସ୍କୁଲ ପଡ଼ିଆରେ ପହଞ୍ଚିବେ। ସେଠାରୁ ବାହାରି ସଭାସ୍ଥଳରେ ୪ ଟା ୫ରେ ପହଞ୍ଚିବେ। ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ନୂଆ ପ୍ରକଳ୍ପର ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହାପରେ ୫ଟା ୨୦ ମିନିଟ୍‌ରେ ସଭସ୍ଥଳିରୁ ବାହାରିବା ନେଇ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଭଦ୍ରକ ଜିଲ୍ଲାରୁ ପ୍ରଥମ ଗ୍ରସ୍ତ ଥିବାରୁ ଜିଲ୍ଲା ପାଇଁ ଅନେକ ଗୁଡିଏ ନୂଆ ପ୍ରକଳ୍ପ ପାଇଁ ଘୋଷଣା ହୋଇପାରେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+