ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦିନ ସାଢେ ୧୧ଟା ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରି ୧୨ଟା ୧୦ ମିନିଟ୍‌ ସମୟରେ ଘଟଗାଁସ୍ଥିତ ତାରିଣୀ ବିଦ୍ୟାପୀଠ ଛାତ୍ରାବାସ ପରିସରରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡକ ପଥରେ ଯାଇ ଘଟଗାଁ ମାଆ ତାରିଣୀଙ୍କୁ ଦର୍ଶନ କରିବେ। ସେଠାରେ ସାଢେ ୧ଟା ପର୍ଯ୍ୟନ୍ତ ରହିବେ। ଏବଂ ପରେ କେନ୍ଦୁଝର ଲାବଣ୍ୟ ଛକରେ ଆୟୋଜିତ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସନ୍ଧ୍ୟା ୫ଟାରେ ସର୍କିଟ୍ ହାଉସ୍ ଯିବେ। ଏବଂ ସାଢେ ୫ଟାରେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ରହିଛି।

Chief Minister to pay day-long visit to Keonjhar district
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+