ଆଜି ୧୨୪୮ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏ ନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ପାଇଁ ଆୟାଜନ କରାଯାଇଛି ।

mohan majhi

ମୋଟ ୭ ଟି ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତିପତ୍ର ପଦାନ କରିବେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବାଭାଗର ୮୨୬ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବାକୁ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୭୮, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୮୧, ବାଣିଜ୍ୟ ଓ ପରିବହନ ବିଭାର ୬୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ ଜଣ, ଅବକାରୀ ବିଭାଗର ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ୧୯ ଜଣଙ୍କୁ ଦିଆଯିବକ ନିଯୁକ୍ତି ପତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+