ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ଟି ଜନସଭାକୁ କରିବେ ସମ୍ବୋଧିତ
ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ । ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।













Click it and Unblock the Notifications