ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ସଫେଇ କର୍ମଚାରୀଙ୍କୁ ମିଳିବ ୧୦ଲକ୍ଷର ଜୀବନବୀମା ସହିତ ମିଳିବ ମୋବାଇଲ

ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ 'ଗରିମା' କାର୍ଯ୍ୟକ୍ରମରେ ସିଏମ୍‌ଙ୍କ ଘୋଷଣା । ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ୍‌ ଦେବେ ସରକାର। ସହରୀ ପିଏମ୍‌ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ମିଳିବ ଛାତ ଘର।

MOHAN MAJHI
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+