ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଶୁଭାରମ୍ଭ । ଜଗନ୍ନାଥଙ୍କ ଦର୍ଶନ ପାଇଁ ୧୪୮ ଜଣଙ୍କୁ ପୁରୀ ପଠାଇଲା ପ୍ରଶାସନ। OSRTC ବସ୍‌ରେ ପୁରୀ ବାହାରିଲେ, ପତାକା ଦେଖାଇଲେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁରରେ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+