ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ଇ - ଏଡୁକେସନ୍‌ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । ଦ୍ବିତୀୟ ଇ- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍‌ ନିୟମ ଲାଗୁ କରିବା । ତୃତୀୟ ଇ-ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା ଏବଂ ଅନ୍ତିମ ତଥା ଚତୁର୍ଥ ଇ- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଏଥିରେ ଆଉ ଦୁଇଟି 'ଇ' ଯୋଡ଼ିବାକୁ ଚାହୁଁଛି, ଏହି ଦୁଇ 'ଇ' ହେଉଛି ଏନ୍‌ଭାଇରନ୍‌ମେଣ୍ଟ ଓ ଏନ୍‌ଗେଜ୍‌ମେଣ୍ଟ । ଏସବୁକୁ ଆପଣାଇଲେ ୯୫ପ୍ରତିଶତ ଦୁର୍ଘଟଣାକୁ ରୋକାଯାଇପାରିବ ।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+