ଜାତୀୟ ପ୍ରେସ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଜାତୀୟ ପ୍ରେସ ଦିବସ ଅବସରରେ ଆଜି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମ ଏକ୍ସ'ରେ କହିଛନ୍ତି ଯେ, ପ୍ରେସର ସ୍ୱାଧୀନତାରୁ ଗଣତନ୍ତ୍ର ସୁଦୃଢ ହୋଇଥାଏ। ଆମେ ଏଥିପାଇଁ ପ୍ରତିବଦ୍ଧ ଅଟୁ।

National Press Day

ଜାତୀୟ ପ୍ରେସ ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜାତୀୟ ପ୍ରେସ ଦିବସ ଅବସରରେ ଅନେକ ଆହ୍ୱାନ ସତ୍ୱେ ସତ୍ୟକୁ ବାହାରକୁ ଆଣିବାକୁ ଉତ୍ସଗୀକୃତ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କୁ ଆମେ ସାଲ୍ୟୁଟ କରୁଛୁ। ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗଣତନ୍ତ୍ରର ଆତ୍ମାକୁ ବଜାୟ ରଖିବାରେ ସାମ୍ବାଦିକମାନଙ୍କର ନିରନ୍ତର ଉଦ୍ୟମ ପାଇଁ ପ୍ରେସ୍‌‌ ଏବଂ ମିଡିଆ ବ୍ୟକ୍ତିତ୍ୱମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+