ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ , ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

Odisha Election: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ । ୨ୟ ପର୍ଯ୍ୟାୟରେ ଭୋଟ ଦେବେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର । ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭%, ୨୦ରୁ ୨୯ ବର୍ଷର ୨୧.୩୧ ପ୍ରତିଶତ ଭୋଟର । ୯୧୬୨ ବୁଥରେ ହେବ ମତଦାନ ପ୍ରତି ବୁଥରେ ହାରାହାରି ଭୋଟ ୮୭୦ ।

Chief Electoral Officer

୧୦୪୧ ମହିଳା ପୋଲିଂ କର୍ମଚାରୀ ଏବଂ ୧୫୪୧ ମଡର୍ଣ୍ଣ ବୁଥ । ୨୧ ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ସେହିପରି ୧୦୨ କମ୍ପାନୀ ସିଏପଏଫ୍ ମୁତୟନ ରହିବେ । ୨୨ କମ୍ପାନୀ କନ୍ଧମାଳରେ, ୨୦ କମ୍ପାମୀ ଗଂଜାମ, ସୁନ୍ଦରଗଡ଼ରେ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ମୁତୟନ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+