ଛତିଶଗଡ଼ ପୋଲିସକୁ ବଡ଼ ଧରଣର ସଫଳତା; ବିଜାପୁରରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ
ଛତିଶଗଡ଼ ପୋଲିସକୁ ବଡ଼ ଧରଣର ସଫଳତା । ବିଜାପୁରରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ। ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ । ବିଜାପୁରରେ ଚଳିତ ବର୍ଷ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ ।













Click it and Unblock the Notifications