ଛତିଶଗଡ଼: ଜଗଦଲପୁରରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ନକ୍ସଲ
ଛତିଶଗଡ଼: ଜଗଦଲପୁରରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନିକଟରେ ଆତ୍ମସମର୍ପଣ କରିବେ ସମସ୍ତ ନକ୍ସଲ । ଏବେ ଇନ୍ଦ୍ରାବତୀ ନଦୀ ତଟରେ ଏକାଠି ହୋଇଛନ୍ତି ୧୦୦ରୁ ଅଧିକ ନକ୍ସଲ। ଆଜି ଦିନ ୧୧ଟାରେ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୋଲିସ ସୁରକ୍ଷା କଡ଼ାକଡ଼ି ।













Click it and Unblock the Notifications