Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ । ବିଜାପୁର ଜିଲ୍ଲା କେଶକୁଟଲ ଜଙ୍ଗଲରେ ଏନ୍‌କାଉଣ୍ଟର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସକୁ ବଡ ମିଳିଛି ସଫଳତା। ବଡ ମିଳିଛି ସଫଳତା। ବିପୁଳ ଅସ୍ତ୍ରଶସ୍ତ୍ର ଜବତ ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଜି ଭୋର ସକାଳୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

Naxal Killed

ନକ୍ସଲ କମାଣ୍ଡର କାବାସୀ ପାଣ୍ଡରୁ ୨୦ ଜଣ ନକ୍ସଲମାନଙ୍କୁ ନେଇ ଏକ ବୈଠକ କେଶକୁତୁଳ ଏବଂ କେସାମେଣ୍ଡି ଜଙ୍ଗଲରେ କରୁଥିଲା । ପୁଲିସ ସମେତ ସିଆରପିଏଫ, ଦଡ଼ିଆରଜି ଟିମ ଜଙ୍ଗଲରେ ଚଢ଼ାଉ କରିଥିଲେ।

ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ମାଓ କମାଣ୍ଡରର ଶବ ଉଦ୍ଧାର କରାଯିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଯବାନ ଜଙ୍ଗଲରୁ ଫେରିନଥିବା ଯୋଗୁଁ ସବିଶେଷ ବିବରଣୀ ମିଳିପାରୁନାହିଁ । ଏନେଇ ବିଜାପୁର ଏସପି ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+