ଯାଜପୁର ରୋଡ୍ ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଟ୍ରାକ୍ ରୁ ଖସି ପଡ଼ିଛି ୩ଟି ବଗି, ଭଦ୍ରକରୁ ଗଲା ଗୋଟିଏ ରେସକ୍ୟୁ ଟିମ୍।