ବଙ୍ଗଳା ସୀମାରେ ଅଟକିଲା ବର ଗାଡି

ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମା । ବଙ୍ଗଳା ସୀମାରେ ଅଟକିଲା ବର ଗାଡି । କେମିତି ହେବ ବାହାଘର ? ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ।

ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମା । ବଙ୍ଗଳା ସୀମାରେ ଅଟକିଲା ବର ଗାଡି । କେମିତି ହେବ ବାହାଘର ? ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ।

west bengal border

ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ଅଧିକ ସଚେତନ ହୋଇଛନ୍ତି । ପଶ୍ଚିମବଙ୍ଗ ସୀମାକୁ ସିଲ କରି ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି । ପଶ୍ଚିମବଙ୍ଗ-ଓଡିଶା ସୀମାନ୍ତ ଲକ୍ଷ୍ମଣନାଥ ତନଖି ଫାଟକ ପାଖରେ ବାଲେଶ୍ୱର ପ୍ରଶାସନର କଡା ନଜର ରହିଛି । ଏମିତି କି ପଶ୍ଚିମବଙ୍ଗରୁ ଆସିଲେ 14 ଦିନ କ୍ବାରେଣ୍ଟାଇ ବାଧ୍ୟତାମୂଳକ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏପରି ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ଗୋଟିଏ ବର ଗାଡିକୁ ଅଟକ ରଖାଯାଇଛି । ବରଗାଡିକୁ ଓଡିଶା ଭିତରକୁ ଯିବା ପାଇଁ ଅନୁମତି ମିଳିବ ନା ନାହିଁ । ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ବରପକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+