ସପ୍ତମ ରାଉଣ୍ଡ ସୁଦ୍ଧା ଦେଖନ୍ତୁ ପଦ୍ମପୁର ରେଜଲ୍ଟ ...
ପଦ୍ମପୁର ଉପନିର୍ବାଚନ ରେଜଲ୍ଟ ରେ ଆଗେଇ ଚାଲିଛି ବିଜେଡି । ସଦ୍ୟତମ ଗଣତି ହୋଇଥିବା ସାତଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି ।
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ରେଜଲ୍ଟ ରେ ଆଗେଇ ଚାଲିଛି ବିଜେଡି । ସଦ୍ୟତମ ଗଣତି ହୋଇଥିବା ସାତଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି ।
ତେବେ ସଦ୍ୟତମ ଗଣତିର ୭ମ ରାଉଣ୍ଡ ସୁଦ୍ଧା-
- ବିଜେଡି : ୨୫୧୦୩ ଖଣ୍ଡ
ବିଜେପି : ୩୭୬୫୧ ଖଣ୍ଡ
କଂଗ୍ରେସ : ୧୧୩୧ ଖଣ୍ଡ
ମୋଟ ୧୨୫୪୮ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ତେବେ ନଜର ପକାନ୍ତୁ ସମସ୍ତ ସାତଟି ରାଉଣ୍ଡ ଗଣତିର ଶେଷରେ କିଏ କେତେ ଭୋଟ୍ ପାଇଥିଲେ ?



















Click it and Unblock the Notifications