ପ୍ରେମରେ ପ୍ରତାରଣା, ପ୍ରେମିକା ପିଠିରେ ୧୫ ଥର ଛୁରା ମାରିଲା ପ୍ରେମିକ
ଥରେ କି ଦୁଇଥର ନୁହେଁ ବାରମ୍ବାର ଛୁରାମାଡ଼ କରି ହତ୍ୟା କରିଛି ପୁରୁଷବନ୍ଧୁ । ନୂଆ ବସ ଷ୍ଟାଣ୍ଡ୍ ନିକଟ ପୁଷ୍ପାଞ୍ଜଳି ଗେଷ୍ଟ୍ ହାଉସ୍ରେ ଯୁବତୀଙ୍କୁ ଛୁରା ଭୁସି ହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ଅଭୟ ମହାରଣାକୁ ଧରି କ୍ରାଇମ୍ ସିନ୍- ରି- କ୍ରଏସନ୍ କଲା ପୁଲିସ । ହୋଟେଲ ନେଇ ହତ୍ୟା କିଭଳି କରିଥିଲା ତାହାର ରୂପାନ୍ତର କରିଥିଲା । ପ୍ରିୟାକୁ କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଦେଖାଇଲା ଅଭୟ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ପରେ ମନାନ୍ତର ହୋଇଥିଲା ଯାହାଫଳରେ ହତ୍ୟା କରିବାକୁ ଏହି ଷଡ଼୍ଯନ୍ତ୍ର କରିଥିଲା ଅଭୟ ।













Click it and Unblock the Notifications