ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ
Chattisha Niyoga Meeting: ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ ଟା ୩୦ରେ ବୈଠକ ଅନୁଷ୍ଠିତ ହେବ । କାର୍ତ୍ତିକ ନାସର ନୀତିକାନ୍ତି ଓ ନାଟମଣ୍ତପରେ ଏସିର ବ୍ୟବସ୍ଥା କରିବା ନେଇ ବୈଠକରେ ଆଲୋଚନା ହେବ । ଏହି ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଛତିଶା ନୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ ଯୋଗଦେବା ନେଇ ସୂଚନା ରହିଛି ।

ସେହିପରି ବାଳଧୂପ ନୀତିକାନ୍ତି କିପରି ଠିକ୍ ସମୟରେ ସମ୍ପନ୍ନ ହେବ ସେନେଇ ମଧ୍ୟ ଆଲୋଚନା କରାଯିବ ।












Click it and Unblock the Notifications