ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର CBI କୋର୍ଟ

ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର CBI କୋର୍ଟ

ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ପାରାଦୀପ ପୋର୍ଟ ଲାଞ୍ଚ ମାମଲା । ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଆଜି ଜାମିନ ମିଳିଛି । ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ ଦେଇଛନ୍ତି ସ୍ୱତନ୍ତ୍ର CBI କୋର୍ଟ । ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରତି ୧୫ ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ମଧ୍ୟ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

CHARCHIT MISHRA

ତେବେ ଗତ ମାସ ୬ ତାରିଖର ଚର୍ଚ୍ଚତଙ୍କୁ ଗିରଫ ଗିରଫ କରାଯାଇଥିଲା । ପୂର୍ବରୁ ଅର୍ଥାତ୍ ୨୭ ତାରିଖରେ ସିବିଆଇ ୨ଟି ଆବେଦନକୁ ଖାରଜ କରାଯାଇଥିଲା । ଏହି ମାମଲାରେ ପାରାଦୀପ ପୋର୍ଟ ମେକାନିକାଲ ଇଂଜିନିୟର ,ଓସିଏଲ ଅପରେସନ ଡିଜିଏମ୍ ,କେସିଟି ଗ୍ରୁପ,ପୋର୍ଟ ଅପରେସନ ମ୍ୟାନେଜର ଓ ଜଣେ ଠିକାଦାରଙ୍କୁ ମିଶାଇ ମୋଟ୍ ଚାରି ଜଣଙ୍କୁ ଗିରଫ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+