Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ର ଗ୍ରହଣରେ ଦେଖାଗଲା ମହାଜାଗତିକ ଦୃଶ୍ୟ : ସାଢ଼େ ୩ ଘଣ୍ଟା ଯାଏଁ ଚାଲିଲା ଗ୍ରହଣ

ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣରେ ଦେଖାଗଲା ମହାଜାଗତିକ ଦୃଶ୍ୟ । ଦୃଶ୍ୟମାନ ହେଲା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା । ରାତି ଗୋଟାଏ ୨୭ମିନିଟ୍ ୧୭ସେକେଣ୍ଡରେ ହେଲା ସର୍ବମୋକ୍ଷ ।

ସାଢ଼େ ୩ ଘଣ୍ଟା ଯାଏଁ ଗ୍ରହଣ ଦେଖିଲେ ଭାରତ ସମେତ ୫ ଟି ଦେଶ । ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ ଖାଲି ଆଖିରେ ଦୃଶ୍ୟମାନ ହେଲା । ଏଥର ଆକାଶରେ ବ୍ଲଡମୁନ ଦେଖାଯାଇଛି । ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ ହୋଇଛି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ।

chandra grahan
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+